top of page

Exclusive Services

This is your Services Page. It's a great opportunity to provide information about the services you provide. Double click on the text box to start editing your content and make sure to add all the relevant details you want to share with site visitors.

N1.JPG

This is a Paragraph. Click on "Edit Text" or double click on the text box to edit the content and make sure to add any relevant information that you want to share with your visitors.

ପରଲୋକରେ ବି​ଧାୟକ ବିଷ୍ଣୁ ସେଠୀ ।

20220919_101150.png

ଭୁବନେଶ୍ବର :- ପରଲୋକରେ ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି ।

 

 

 

  ଖବର ଅନୁଯାୟୀ , ଗତ କିଛି ଦିନ ହେଲା କୀଡ଼ନୀ ରୋଗରେ ପୀଡିତ ଥିଲେ ବିଷ୍ଣ ସେଠୀ । ଏହାପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାସେ ହେଲା ଏମ୍‌ ମେଡିକାଲରେ ବିଷ୍ଣୁ ସେଠୀଙ୍କ ଚିକିତ୍ସା ଚାଲିଥିଲା । ହେଲେ ସୋମବାର ସକାଳ ସମୟରେ ମେଡିକାଲ ପକ୍ଷରୁ ବିଷ୍ଣୁ ସେଠୀଙ୍କ ଦେହାନ୍ତି ହୋଇଥିବା ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

  

 

 ସୂଚନାଯୋଗ୍ୟ ଯେ , ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍ ଆଗ୍ରହ ଥିଲେ । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଯୋଗଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦ - ୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲା । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥୁରେ ସେ ପରାଜିତ ହୋଇଥିଲା । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ବନ୍ଦୀଙ୍କୁ ଚେକ୍ ଦେଇ ବିଜୟୀ ହୋଇଥିଲା । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା ।

 ଏହି ପାର୍କରେ ହୋଇଥାଏ, ଝିଅମାନଙ୍କୁ କିଣା ବିକା ।

20220919_094303.jpg

ଦର୍ଶକ ବନ୍ଧୁ ଆପଣମାନେ ସାଧାରଣ ତ ଶୁଣିଥିବେ ବା ଦେଖିଥିବେ କି, ପରିବା ମାର୍କେଟ ବା ମାଛ ମାର୍କେଟ ବସିବାର।କିନ୍ତୁ ଆମେ ଆଜି ଆପଣମାନଙ୍କୁ କହିବୁ ଏପରି ଏକ ମାର୍କେଟ ବିଷୟରେ ଯାହାର ନାମ marrage market ବା ବିବାହ ବଜାର । ଏହି ମାର୍କେଟରେ ନିଜ ପୁଅ ଝିଅମାନଙ୍କ ପାଇଁ ଉପଯୁକ୍ତ ବର ବା କନ୍ୟା ବଛା ଯାଇଥାଏ।

 

 

ହଁ ଆମେ କହୁଛୁ ଚୀନର ସାଂଘାଇ ସହରର, ପିପୁଲ୍ସ ପାର୍କରେ ଅନୁଷ୍ଠିତ ହେଉଥିବା marrage market ବିଷୟରେ । 

ଏହି ପିପୁଲ୍ସ ପାର୍କରେ ବହୁଦିନ ଧରି ଏକ market ବସି ଆସୁଛି , ଯାହାର ନାଁ ହେଉଛି marrage market।

 

ପ୍ରଥମେ marrage market 2004 ରେ ବେଜିଂର ଲଙ୍ଗଟାନ ପାର୍କରେ ଦେଖାଦେଇଥିଲା | ଅବସରପ୍ରାପ୍ତ ବ୍ୟକ୍ତି ଯେଉଁମାନେ ସକାଳର ବ୍ୟାୟାମ ପାଇଁ ପାର୍କକୁ ଆସି ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ପରେ ଜାଣିବା ପାଇଁ ପାଇଲେ ,ଯେ ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବିବାହିତ ସନ୍ତାନ ଥିଲେ | ନିଜ ପିଲାମାନଙ୍କୁ ବିବାହ କରିବାକୁ ଯାଇ ବୟସ୍କମାନେ ଗୋଟିଏ ଇଭେଣ୍ଟର ଆୟୋଜନ କରିବାକୁ ଲାଗିଲେ ଯେଉଁଠାରେ ସେମାନେ ନିଜ ପିଲାମାନଙ୍କ ବିଷୟରେ ସୂଚନା ଉପସ୍ଥାପନ କରିଥିଲେ | ସେବେଠାରୁ ଶେନଜେନ୍, ୱୁହାନ୍, ସାଂଘାଇ, ହାଙ୍ଗଜୋ, ଏବଂ ତିଆନ୍ଜିନ୍ ପରି ପ୍ରମୁଖ ସହରଗୁଡିକର ପାର୍କଗୁଡିକରେ marrage market ଅନୁଷ୍ଠିତ ହେଉଛି ।

 

 

 

ପୁଅ ଝିଅ ମାନଙ୍କର bio data , କୋଉଠି ସଂଲଗ୍ନ ହୋଇଛି, ଗଛରେ କ୍ଲିପ୍ ହୋଇଛି, ଛତା ଉପରେ ଟ୍ୟାପ୍ ହୋଇଛି କିମ୍ବା ପିପୁଲ୍ସ ପାର୍କରେ ଭୂମିରେ ରଖାଯାଇଛି |  

 

Marrage market ର ଦୁଇଟି ମୁଖ୍ୟ ଜୋନ୍ ଅଛି: ମାଗଣା ଜୋନ୍ ଏବଂ ଆଟେଣ୍ଡାଣ୍ଟ ମ୍ୟାଚ୍ ମେକିଂ ଜୋନ୍ | ମାଗଣା ଜୋନ୍ ହେଉଛି ଯେଉଁଠାରେ ସଂପୃକ୍ତ ପିତାମାତାମାନେ ସେମାନଙ୍କର ପୁଅ କିମ୍ବା ଝିଅମାନଙ୍କ ପାଇଁ ସମ୍ଭାବ୍ୟ ଅଂଶୀଦାର ଖୋଜନ୍ତି | ଅନ୍ୟମାନଙ୍କ ମଧ୍ୟରେ ବିଦେଶୀ ଜୋନ୍, “ନୂତନ ସାଂଘାଇନିସ୍” ଜୋନ୍, ଛାଡପତ୍ର ଜୋନ୍, ମୁସଲିମ୍ ଜୋନ୍ ଏବଂ ଆଞ୍ଚଳିକ ଜୋନ୍ ଅନ୍ତର୍ଭୁକ୍ତ |  

 

 

ଏହି marrage market ରେ ଲୋକମାନେ ନିଜର ବିବହ ଯୋଗ୍ୟ ପୁଅଝିଅଙ୍କ ବାୟୋଡ଼ାଟା ଧରି ବସିଥାନ୍ତି।ଏହି ବାୟୋଡ଼ାଟା ରେ ଯୁବକ, ଯୁବତୀଙ୍କ ବୟସ , ଜାତି, ଯୋଗ୍ୟତା, ଜନ୍ମଦିନ, ଜାତକ ବିଷୟରେ ସୁଚନା ଥାଏ।ବିବାହଯୋଗ୍ୟ ଲୋକମାନେ ଏହି ବାୟୋଡାଟା କୁ ସେମାନେ ପରସ୍ପର ମଧ୍ୟରେ ଅଦଳବଦଳ କରି ସମ୍ପର୍କ ଯୋଡିଥାନ୍ତି।ଏହି ବଜାରରେ ଭିଡ଼ ଜମିବାର ମୁଖ୍ୟ କାରଣ ହେଉଛି, ଚୀନରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହା ଫଳରେ ବିବାହ କ୍ଷେତ୍ରରେ ସମସ୍ୟା ଉପୁଜିଛି।

 

ଯଦି ଏମିତି interesting ଏବଂ ନୂଆ ନୁଆ ସ୍ଥାନ ବିଷୟରେ କିଛି ଜାଣିବାକୁ ଚାହାଁନ୍ତି ତେବେ ଆମ ଚ୍ୟାନେଲ କୁ subscribe କରିବାକୁ ଜମା ଭୁଲନ୍ତୁ ନାହିଁ ।

ଏହି ଭିଡ଼ିଓଟି ପୁରା ଦେଖିବା ପାଇଁ ଏହି ଲିଙ୍କ୍:-https://youtu.be/ylh2Euy7EUc

20221006_061743.png

This is a Paragraph. Click on "Edit Text" or double click on the text box to start editing the content.

Service Name

N1.JPG

This is a Paragraph. Click on "Edit Text" or double click on the text box to edit the content and make sure to add any relevant information that you want to share with your visitors.

People are genuinely interested in learning more about you, so don’t be afraid to share personal anecdotes to create a more friendly quality.

Service Name

N1.JPG

This is a Paragraph. Click on "Edit Text" or double click on the text box to start editing the content.

bottom of page